Jai Odisha
News
Browsing Category

ଦେଶ-ବିଦେଶ

ମିଥ୍ୟା ବିଜ୍ଞାପନ ପାଇଁ ରାପିଡୋ ଉପରେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଯାତ୍ରା ସୁବିଧା ପ୍ରଦାନକାରୀ କମ୍ପାନୀ ରାପିଡୋ ଉପରେ ୧୦ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି। ମିଥ୍ୟା ବିଜ୍ଞାପନ ପ୍ରସାରଣ ପାଇଁ ଏହି ଦଣ୍ଡାଦେଶ କରାଯାଇଛି। ନିଜର ବିଜ୍ଞାପନରେ କମ୍ପାନୀ ଉନ୍ନତ ସେବା ସହିତ କ୍ୟାସବ୍ୟାକ୍…

ଭିଭୋ ଆଣୁଛି ଦମ୍‌ଦାର୍‌ ଫିଚର ସହ ଏହି…

ନୂଆଦିଲ୍ଲୀ : ଭିଭୋ ଟି୪ ସିରିଜ୍‌ରେ ଆଉ ଏକ ଦମ୍‌ଦାର୍‌ ଫୋନ୍‌ ଭାରତରେ ଲଞ୍ଚ ହେବାକୁ ଯାଉଛି । ଭିଭୋର ଏହି ଫୋନ୍‌ ଟି୪ ପ୍ରୋ ୫ଜିର ନାମରେ ମାର୍କେଟରେ ପ୍ରବେଶ କରିବ । କମ୍ପାନୀ ଗତ କିଛି ଦିନରେ ଏହି ଫୋନ୍‌କୁ ଆଣିଛି । କମ୍ପାନୀ ଏବେ ଏହି ସ୍ମାର୍ଟଫୋନ୍‌ର ଲଞ୍ଚ ତାରିଖ ସାମ୍ନାକୁ ଆଣିଛି । ଏହାର…

ଜିଓ ଦେଲା ବଡ ଝଟ୍‌କା; ବନ୍ଦ କଲା ଏହି…

ନୂଆଦିଲ୍ଲୀ : ଜିଓ ନିଜର ରିଚାର୍ଜ ପ୍ଲାନ୍‌ରେ କିଛି ପରିବର୍ତ୍ତନ କରିଛି । କମ୍ପାନୀ ନିକଟରେ ହିଁ ୨୪୯ ଟଙ୍କାର ପ୍ଲାନ୍‌କୁ ହଟାଇଥିଲା । ଏବେ କମ୍ପାନୀ ଆଉ ଏକ ଶସ୍ତା ପ୍ଲାନ୍‌କୁ ବନ୍ଦ କରି ଦେଇଛି ।ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ୧.୫ଜିବି ଦୈନିକ ଡାଟା ଥିବା ଶସ୍ତା ପ୍ଲାନ୍‌କୁ ବନ୍ଦ କରିଛି ।…

ପଶ୍ଚିମବଙ୍ଗ ସରକାରଙ୍କ ସମୀକ୍ଷା ଆବେଦନ…

ନୂଆଦିଲ୍ଲୀ : ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ପ୍ରସଙ୍ଗରେ ଦାୟର ଏକାଧିକ ସମୀକ୍ଷା ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ପଶ୍ଚିମବଙ୍ଗ ସ୍କୁଲ ସେବା କମିସନ…

ରାଜଧାନୀରେ ଟ୍ରିପଲ ମର୍ଡର, ମା’-ବାପା ଓ…

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଟ୍ରିପଲ ମର୍ଡର ଘଟିଛି। ଜଣେ ଦମ୍ପତି ଏବଂ ତାଙ୍କ ବଡ଼ ପୁଅକୁ ଦୁର୍ବୃତ୍ତମାନେ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ସାନ ପୁଅ ନିଖୋଜ ଥିବାରୁ ସେ ହିଁ ହତ୍ୟାକାରୀ ବୋଲି ପୁଲିସ ସନ୍ଦେହ କରୁଛି। ଦକ୍ଷିଣ ଦିଲ୍ଲୀର ସାତବାରି ଗ୍ରାମରେ ଘଟିଥିବା ଏହି…

ଉପରାଷ୍ଟ୍ରପତି ନିର୍ବାଚନ.. ନାମାଙ୍କନ…

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଇଣ୍ଡିମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ। ଭାରତୀୟ ମେଣ୍ଟ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି। ସେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରହି ସାରିଛନ୍ତି। ଏହି ସମୟରେ…

ଆମେରିକାର ସବୁଠାରୁ ଭଲ ବିଚାରପତି…

ସମାଜ ଡିଜିଟାଲ ଡେସ୍କ: ରୋଡ ଆଇଲ୍ୟାଣ୍ଡର ପ୍ରସିଦ୍ଧ ଅବସରପ୍ରାପ୍ତ ମ୍ୟୁନିସିପାଲ୍‍ ବିଚାରପତି ଫ୍ରାଙ୍କ କାପ୍ରିଓଙ୍କ ପରଲୋକ ଘଟିଛି । ୮୮ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଫ୍ରାଙ୍କ କାପ୍ରିଓ ଯିଏକି ଜଣେ ଯତ୍ନବାନ ଆଇନବିତ୍‍ ଏବଂ ‘କ୍ୟାଚ୍‍ ଇନ୍‍ ପ୍ରୋଭିଡେନ୍ସ’ର ହୋଷ୍ଟ ଭାବରେ ଅନଲାଇନରେ…

ଓଡ଼ିଶାର ଚାନ୍ଦିପୁରରେ ଅଗ୍ନୀ-୫…

ଭୁବନେଶ୍ୱର – ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି ।

ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରୀ ଭୁଷି…

ଅହମ୍ମଦାବାଦ- ଅଷ୍ଟମ ଶ୍ରଣୀଛାତ୍ରକୁ ଦଶମଶ୍ରେଣୀ ଛାତ୍ର ଛୁରୀ ଭୁଷି ହତ୍ୟାକରିଛି । ଅହମ୍ମଦାବାଦର ଖୋକ୍ରାରେ ଥିବା ଏକ ବେସରକାରୀ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ସାମାନ୍ୟ ଯୁକ୍ତିତର୍କକୁ ନେଇ ଦଶମଶ୍ରେଣୀ ଛାତ୍ର ଏପରି କରିଥିବା ସୂଚନା ମିଳିଛି ।ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଭାବକମାନେ…

ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ…

ନୂଆଦିଲ୍ଲୀ : ଲୋକସଭାରେ ଅନଲାଇନ୍ ଗେମିଂ ବିଲ୍‌-୨୦୨୫ ପାରିତ ହୋଇଛି । ଗୃହରେ କେନ୍ଦ୍ର ସୂଚନାମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅନଲାଇନ୍ ଗେମିଂ ଉପରେ ବ୍ୟାନ୍ ଲଗାଇବା ନେଇ ବିଲ୍ ପାରିତ କରାଇବା ନେଇ ପ୍ରସ୍ତାବ ରଖିଥିଲେ । ପରେ ଲୋକସଭାରେ ବିଲ୍ ପାସ୍ ହୋଇଛି । ପ୍ରଯୁକ୍ତିବିଦ୍ୟାର ଦୂରୁପଯୋଗ କାରଣରୁ…