Jai Odisha
News
Browsing Category

ଖେଳ

ଏସିଆ କପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା,…

ଭୁବନେଶ୍ବର : ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ୧୮ ଜଣିଆ ଟିମରେ ୩ ଓଡ଼ିଆ ଖେଳାଳି ସାମିଲ୍ ଅଛନ୍ତି । ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ନୀଲମ ସଞ୍ଜୀପ ଖେସ୍‌ ଦଳରେ ଖେଳିବେ । ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୯ରୁ…

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର:…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ବୁଝିପାରୁ ନାହାଁନ୍ତି ଯେ, ଶ୍ରେୟସ ଆୟରଙ୍କୁ ଏସିଆ କପ୍ ଦଳରୁ କାହିଁକି ବାଦ ଦିଆଯାଇଛି। ବିସିସିଆଇ ମଙ୍ଗଳବାର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ଅଭିଷେକ ନାୟାର ‘ଜିଓହଟଷ୍ଟାର’ରେ…

ଦିନିକିଆ ମହିଳା ବିଶ୍ବକପ୍‌ ପାଇଁ ଭାରତୀୟ…

ମୁମ୍ବଇ: ଭାରତ ଓ ଶ୍ରୀଲଙ୍କାରେ ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌ ଖେଳାଯିବ। ଏହି ବିଶ୍ବକପ୍‌ ପାଇଁ ଭାରତୀୟ ମହିଳା ଦଳର ଘୋଷଣା ମଙ୍ଗଳବାର କରାଯାଇଛି। ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର ଅମନଜୋତ କୌର ଦଳକୁ ଫେରିଛନ୍ତି। ତେବେ…

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ…

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହେବେ। ସେହିଭଳି ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ଅକ୍ସର ପଟେଲ ଦଳର ନେତୃତ୍ୱ ନେଉଥିଲେ। ଜସପ୍ରିତ ବୁମରାହ ଏସିଆ କପରେ ଟିମ୍ ଇଣ୍ଡିଆର ମୁଖ୍ୟ…

ଆଜି ବଡ଼ ନିଷ୍ପତ୍ତି: ୨୦୨୫ ଏସିଆ କପ୍…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି। ୨୦୨୫ ଏସିଆ କପ୍ ପାଇଁ ଆଜି ଦଳ ଘୋଷଣା କରାଯିବ। ଆଜି ଅପରାହ୍ନରେ ମୁମ୍ବାଇ ମୁଖ୍ୟାଳୟରେ BCCI ଚୟନ କମିଟି ବୈଠକ କରିବ ଏବଂ ଏହା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳ…

ପ୍ରଶାସନ ଓ ନାଗରିକ ଏକାଦାଶ ମଧ୍ୟରେ…

ସମ୍ବଲପୁର: ସ୍ୱାଧୀନତା ଦିବସରେ ସମ୍ବଲପୁରର ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ୪ସି ପଡିଆଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଦୁଇ ଦଳକୁ ଶୁଭେଚ୍ଛା…

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ…

ନୂଆଦିଲ୍ଲୀ: ଅଜିତ ଅଗରକରଙ୍କ ନେତୃତ୍ୱରେ ପୁରୁଷ ଜାତୀୟ ଚୟନ କମିଟି ଅଗଷ୍ଟ ୧୯ ତାରିଖ ମଙ୍ଗଳବାରରେ ଏସିଆ କପ୍ ଦଳ ଚୟନ କରିବାକୁ ବୈଠକ କରିବ। ଭଲ କଥା ହେଉଛି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ସୂର୍ଯ୍ୟଙ୍କର କିଛି ସମୟ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିଲା, ଯାହା…

ଏସିଆ କପ୍‌ ଦଳରୁ ବାଦ୍‌ ପଡ଼ିବେ ଏକାଧିକ…

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଘୋଷଣା ଅଗଷ୍ଟ ୧୯ରେ କରାଯିବ। ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଅଜିତ ଆଗରକର ନେତୃତ୍ବାଧୀନ ମନୋନୟନ କମିଟି କିଛି ଚକିତକର ନିଷ୍ପତ୍ତି ନେବାକୁ ଯାଉଛନ୍ତି। କମିଟି ଭାରତୀୟ…

ରୋହିତଙ୍କୁ ଦୈନିକ ୧୦ କିମି ଦୌଡ଼ାଅ; ୪୫…

ଚଣ୍ଡିଗଡ଼: କିଛି ଯୁବ କ୍ରିକେଟରଙ୍କ ଆବିର୍ଭାବ ଯୋଗୁଁ ରୋହିତ ଶର୍ମା ଆଗକୁ ଦିନିକିଆ ମ୍ୟାଚ୍‌ ଖେଳିବା ସନ୍ଦେହଜନକ ବୋଲି ଆଲୋଚନା ଚାଲିଛି। କାରଣ ଯୁବ ଖେଳାଳି ଆନ୍ତର୍ଜାତିକ ଦିନିକିଆରେ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ବିସିସିଆଇ ଏହି ରିପୋର୍ଟକୁ ଖଣ୍ଡନକରି କହିଛି ଯେ ରୋହିତଙ୍କ ଦିନିକିଆ କ୍ରିକେଟ୍‌…

ବିଥେଲ ଇଂଲଣ୍ଡର ସର୍ବକନିଷ୍ଠ ଅଧିନାୟକ…

ଲଣ୍ଡନ୍‌ : ଇଂଲଣ୍ଡ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ବିପକ୍ଷରେ ସୀମିତ ଓଭର କ୍ରିକେଟ ଶୃଙ୍ଖଳା ଖେଳିବ। ଏଥିପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଶନିବାର ଭିନ୍ନଭିନ୍ନ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳ ଘୋଷଣା କରାଯାଇଛି। ଆୟରଲାଣ୍ଡ ବିପକ୍ଷ…