Browsing Category
ଅପରାଧ
“ଯୈାତୁକ ପାଇଁ ମୋ ଝିଅକୁ ମାରିଦେଲେ”…
କଟକ : କଟକ ଜିଲା ଅନ୍ତର୍ଗତ ତୁଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପା । ମୃତ ମହିଳାଙ୍କ ନାମ ରାଜଲକ୍ଷ୍ମୀ ନାୟକ । ଗୋବିନ୍ଦପୁର ଥାନା ଅନ୍ତର୍ଗତ ତୁଣ୍ଡା ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାଜଲକ୍ଷ୍ମୀଙ୍କ ବିବାହର ୩ ବର୍ଷ ପରେ ଶାଶୁ…
“ଯୈାତୁକ ପାଇଁ ମୋ ଝିଅକୁ ମାରିଦେଲେ”…
କଟକ : କଟକ ଜିଲା ଅନ୍ତର୍ଗତ ତୁଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପା । ମୃତ ମହିଳାଙ୍କ ନାମ ରାଜଲକ୍ଷ୍ମୀ ନାୟକ । ଗୋବିନ୍ଦପୁର ଥାନା ଅନ୍ତର୍ଗତ ତୁଣ୍ଡା ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାଜଲକ୍ଷ୍ମୀଙ୍କ ବିବାହର ୩ ବର୍ଷ ପରେ ଶାଶୁ…
ଯୁବକଙ୍କୁ ଅପହରଣ କରି ହତ୍ୟା କଲେ…
କାଲିମେଳା: ଧାର ଟଙ୍କା ଫେରାଇ ନ ପାରିବାରୁ ଯୁବକଙ୍କୁ ପରିବାର ଲୋକଙ୍କ ସମ୍ମୁଖରୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଜଣେ ଠିକାଦାର। ମାଲକାନଗିରି ଜିଲା ମୋଟୁ ଥାନା ଅନ୍ତର୍ଗତ ଏମପିଭି – ୮୧ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ଯୁବକଙ୍କ ନାମ ବାପି ମଣ୍ଡଳ(୨୨)। ତାଙ୍କୁ ଗୁମୁକା…
ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ…
ସମାଜ ଡିଜିଟାଲ ଡେସ୍କ: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରାଯାଇଥିବା…
ଗାଁରେ ହେବ ବଳଙ୍ଗା ପୀଡ଼ିତାଙ୍କ…
ସମାଜ ଡିଜିଟାଲ ଡେସ୍କ: ରବିବାର ରାତିରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର। ନୂଆଦିଲ୍ଲୀର ଏମ୍ସ ଡାକ୍ତରଖାନାରୁ ପୀଡ଼ିତାଙ୍କ ମରଶରୀର ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାତି ପ୍ରାୟ ୧୧ଟା ସୁଦ୍ଧା ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ଆସି ପହଞ୍ଚିବା ପରେ ସେଠାରେ…
ଆଖିବୁଜିଲେ ବଳଙ୍ଗା ପୀଡ଼ିତା –
ସମାଜ ଡିଜିଟାଲ ଡେସ୍କ: ଶେଷରେ ଆଖିବୁଜିଲେ ପୁରୀ ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ମିଳିବା ପରେ…
୩୨୦ ବୋତଲ ନକଲି କଫସିରପ ଜବତ, ୩ ଗିରଫ…
ରେଙ୍ଗାଲିକ୍ୟାମ୍ପ: ନକଲି କଫସିରଫ ବିକ୍ରି କରୁଥିବା ୩ ଅଭିଯୁକ୍ତ ଅତାବିରା ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୩୨୦ ବୋତଲ ନକଲି କଫସିରପ ଜବତ କରାଯାଇଛି।
ବରଗଡ଼ ଏସପିଙ୍କ ନିର୍ଦେଶରେ ଅତାବିରା ପୁଲିସ ଅତାବିରା ବ୍ଲକ ଅନ୍ତର୍ଗତ ବଡ଼ମାଳଠାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ…
ବ୍ରହ୍ମପୁର ପୁଲିସର ଏନକାଉଣ୍ଟର:…
ଗୋପାଳପୁର: ଅପରାଧୀ ଧରପଗଡ ସମୟରେ ଗୋଳନ୍ଥରା ପୁଲିସ ଗୁଳିରେ ଗଞ୍ଜାମ ଜିଲ୍ଲାର ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ସୁନିଲ ନାହକ ଓରଫ ମଲ୍ଲ ଆହତ ହୋଇଛି। ତା’କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ୩ ଗୁଳି, ୨୧ ହଜାର ଟଙ୍କା ଜବତ କରିଛି।
ଶନିବାର…
ଦୁଷ୍କର୍ମ ମାମଲାରେ ପ୍ରଜ୍ଜ୍ବଳଙ୍କୁ…
ସମାଜ ଡିଜିଟାଲ ଡେସ୍କ: ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକ ହସନର ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ବେଙ୍ଗାଲୁରୁର ସ୍ଵତନ୍ତ୍ର କୋର୍ଟ ଶନିବାର ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି…
ବିମାନବନ୍ଦରରୁ ୮କୋଟିର ଗଞ୍ଜେଇ ଜବତ…
ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮କୋଟିର ବିଦେଶୀ ଗଞ୍ଜେଇ ଜବତ ହୋଇଛି । ଶନିବାର ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଅହମ୍ମଦାବାଦରୁ ଜଣେ ବ୍ୟକ୍ତି ଆସୁଥିବା ବେଳେ ତାଙ୍କ ପାଖରୁ ଡିଆରଆଇ ଏହି ଗଞ୍ଜେଇ ଜବତ କରିଛି। କଷ୍ଟମ୍ସ ସହଯୋଗରେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ…