Browsing Category
ଅପରାଧ
ବିମାନବନ୍ଦରରୁ ୮କୋଟିର ଗଞ୍ଜେଇ ଜବତ…
ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮କୋଟିର ବିଦେଶୀ ଗଞ୍ଜେଇ ଜବତ ହୋଇଛି । ଶନିବାର ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଅହମ୍ମଦାବାଦରୁ ଜଣେ ବ୍ୟକ୍ତି ଆସୁଥିବା ବେଳେ ତାଙ୍କ ପାଖରୁ ଡିଆରଆଇ ଏହି ଗଞ୍ଜେଇ ଜବତ କରିଛି। କଷ୍ଟମ୍ସ ସହଯୋଗରେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ…
ଜମିବାଡ଼ିକୁ କେନ୍ଦ୍ରକରି ଭାଇକୁ ହାଣିଲା…
ଜୁନାଗଡ଼: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗାଁରେ ଅଭାବନୀୟ ଘଟଣା ଟିଛି। ଜମିବାଡ଼ିକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ପାଇଁ ସାନ ଭାଇ ପ୍ରେମାନନ୍ଦ ନାଏକ କୋଦାଳରେ ବଡ଼ ଭାଇ କୁ ହାଣିଥିବା ଅଭିଯୋଗ ହୋଇଛି। ଫଳରେ ଚାଷ ଜମିରେ ହିଁ ବଡ଼ଭାଇ ଲିଙ୍ଗରାଜ ନାଏକ ଟଳି…
ଅନୀଲ ଅମ୍ବାନୀଙ୍କ ଅଡୁଆ ବଢ଼ିଲା, ସମନ…
ସମାଜ ଡିଜିଟାଲ ଡେସ୍କ: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବ୍ୟାଙ୍କ ଋଣ ଜାଲିଆତି ମାମଲା ପରେ ଏବେ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାର ତଦନ୍ତକୁ ତ୍ଵରାନ୍ବିତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏହି…
ବାପା ହେଲାପରେ ବଦଳିଗଲେ ସରକାରୀ ବାବୁ !…
ଭୁବନେଶ୍ବର : ହସ୍ପିଟାଲ ବେଡ଼ରେ ସ୍ତ୍ରୀ ପିଲାକୁ ଛାଡି ଚାଲିଗଲେ ଓଏଏସ୍ ବାବୁ। ଭୁବନେଶ୍ୱର ମହିଳା ଥାନାରେ ଅଭଯୋଗ କରିଛନ୍ତି ଓଏଏସ୍ ଅଫିସର ସାର୍ଥକ ମହାପାତ୍ରଙ୍କ ପତ୍ନୀ ଅର୍ଚ୍ଚନା ଦାଶ । ଅର୍ଚ୍ଚନାଙ୍କ ଅଭିଯୋଗ ଅନୁସାରେ ଗତ ମେ ମାସ ୭ ତାରିଖରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା।…
ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ…
ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ନର୍ସିଂ ଅଧିକାରୀଙ୍କୁ ଗିରଫ କରାଯାଇଛି। ପ୍ରଥମେ ଅଭିଯୋଗକୁ ଗୁରୁତ୍ଵ ଦେଉ ନ ଥିବା ଖଣ୍ଡଗିରି ପୁଲିସ ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ନାନୁ ରାମ…
ୟୁପି ଭଳି ଆସୁ ଗୁଣ୍ଡା ଦମନ ଆଇନ –
ଭୁବନେଶ୍ବର/ସୁନ୍ଦରଗଡ଼: ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ ପ୍ରଣୟନ କରାଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପବାଚସ୍ପତି ଭବାନୀଶଙ୍କର…
ବଳଙ୍ଗା ପୀଡ଼ିତାଙ୍କ ୩ୟ ଅସ୍ତ୍ରୋପଚାର…
ବଳଙ୍ଗା: ପୁରୀ ଜିଲା ବଳଙ୍ଗା ବର୍ବରତାର ଶିକାର ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଚିକିତ୍ସାକୁ ତ୍ବରାନ୍ବିତ କରିଛି ଦିଲ୍ଲୀ ଏମ୍ସର ସ୍ବତନ୍ତ୍ର ଡାକ୍ତରୀଦଳ। ସୋମବାର ପୀଡ଼ିତାଙ୍କ ୩ୟ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ନିମନ୍ତେ ଆମେରିକାରୁ ଔଷଧ…
ଗୋପାଳପୁର ଗଣଦୁଷ୍କର୍ମ: ଚାର୍ଜଶିଟ୍…
ସମାଜ ଡିଜିଟାଲ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସୋମବାର ଚାର୍ଜଶିଟ୍ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଦାଲତରେ ୫୭୪ ପୃଷ୍ଠାର ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ଗୋପାଳପୁର…
ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ…
ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ନର୍ସିଂ ଅଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହେବା ସତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯାହା ପ୍ରତିବାଦରେ ମହିଳା ଆଟେଣ୍ଡାଣ୍ଟମାନେ ଏମ୍ସ ପରିସରରେ…
ପୁଲିସ ଟାର୍ଗେଟରେ ନିଶାସକ୍ତ ଚାଳକ: ୩…
ରାତି ହେଲେ ନିଶାସକ୍ତ ଚାଳକଙ୍କ ଉତ୍ପାତ ବଢ଼ୁଛି। ଦ୍ରୁତଗତିରେ ଗାଡ଼ି ଚଳାଇ ଜନସାଧାରଣଙ୍କୁ ହଇରାଣ ହରକତ କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। କଟକ ଜିଲାରେ ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଏହାକୁ ରୋକିବା ଲାଗି ଗୁରୁତ୍ଵ ଦେଇଛି କଟକ ଗ୍ରାମାଞ୍ଚଳ ପୁଲିସ। ରାତିରେ…