Browsing Category
ଦେଶ-ବିଦେଶ
ଜଳିଗଲା ଯାତ୍ରୀବାହୀ ବସ୍ ; ୧୭ ଶିଶୁ ସହ…
କାବୁଲ୍ : ପଶ୍ଚିମ ଆଫଗାନିସ୍ତାନର ହେରାତ୍ରେ ଏକ ଛାତିଥରା, ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ବୁଧବାର ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ଆଫଗାନିସ୍ତାନରୁ ଇରାନରୁ ଫେରିଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୭୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଯାତ୍ରୀବାହୀ…
ଜିଏସଟି ସଂସ୍କାର; ଶସ୍ତା ହେବ କାର୍,…
ନୂଆଦିଲ୍ଲୀ: ଟିକସ ହାରରେ ସାମାନ୍ୟ ପରିବର୍ତ୍ତନ ଭାରତର ମଧ୍ୟବିତ୍ତ ଶ୍ରେଣୀର ଉପଭୋକ୍ତାମାନଙ୍କ ଉପରେ ଅତ୍ୟଧିକ ପ୍ରଭାବ ପକାଇଥାଏ। ଦୈନନ୍ଦିନ ଘରୋଇ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହୋଇଥାଏ। ଗତ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳିରେ ଜିଏସଟି ଉପହାର ଶୀର୍ଷକ ଘୋଷଣା ପରେ ଦେଶର…
ଦେଖନ୍ତୁ ଭିଡିଓ; ପଡିଆରେ ଗଡି ଗଡି…
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଭିଡିଓ ବେଶ ମନଛୁଆଁ ହେବା ସହ ଦ୍ରୁତ ଗତିରେ ଭାଇରାଲ୍ ହୋଇଥାଏ । ନିକଟରେ ହାତୀର ଭାଇରାଲ୍ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି।
- Advertisement -
ଭିଡିଓରେ ଦେଖିପାରିବେ ପଡିଆରେ…
୩୦ ଦିନ ଜେଲରେ ରହିଲେ ପଦ ଯିବ –
ନୂଆଦିଲ୍ଲୀ : ବୁଧବାର ଲୋକସଭାରେ ଗୁରୁତ୍ଵପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲ୍ କୁ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ , ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି…
ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ…
ସମାଜ ଡିଜିଟାଲ ଡେସ୍କ: ଗୁଜରାଟର ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ବହୁ ସଂଖ୍ୟକ ଲୋକ ସ୍କୁଲ ବାହାରେ ଏକାଠି ହୋଇ ଭଙ୍ଗାରୁଜା କରିଛନ୍ତି । ସଂପୃକ୍ତ ଦଶମ ଶ୍ରେଣୀ ଛାତ୍ରଙ୍କୁ ସେହି ସ୍କୁଲର ୯ମଶ୍ରେଣୀର ଜଣେ ଛାତ୍ର ଆକ୍ରମଣ କରି ଛୁରୀ…
ଆଗତ ହେଲା ଅନ୍ଲାଇନ୍ ଗେମିଂ ବିଲ୍…
ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଉପସ୍ଥାପିତ ହେଲା ଅନ୍ଲାଇନ୍ ଗେମିଂ ବିଲ୍ ୨୦୨୫ । ବିଲ୍କୁ ଉପସ୍ଥାପନ କରିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବେଟିଂ ସହ ଜଡିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଏହାର ଲକ୍ଷ୍ୟ ରଖାଯାଇଛି। ବିଲ୍ ପାସ୍ ବେଳେ ବିରୋଧୀମାନେ…
କାହିଁକି ବାଦ୍ ପଡ଼ିଲେ ଶ୍ରେୟସ, ଯଶସ୍ବୀ…
ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ-୨୦୨୫ ଆସନ୍ତା ସେପ୍ଟେମ୍ବର ୯ରୁ ୨୮ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଏଥିପାଇଁ ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ମଙ୍ଗଳବାର ୧୫ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଦଳରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଓ ଯୁବ ଓପନର ଯଶସ୍ବୀ ଜୟସୱାଲଙ୍କୁ ସୁଯୋଗ…
ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଏହି…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣକ ଗୁଜୁରାଟର ରାଜକୋଟର ବାସିନ୍ଦା ରାଜେଶ ଖିମଜୀ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସମୟରେ ଏହି ବ୍ୟକ୍ତି ଜଣକ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ…
ବର୍ଷାରେ ବେହାଲ ମୁମ୍ବଇ; ରାସ୍ତାରେ ପାଣି…
ମୁମ୍ବଇ: କ୍ରମାଗତ ଦୁଇଦିନ ଧରି ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବଇ ସହରରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଥିବାବେଳେ ସହରବାସୀ ଏକପ୍ରକାର ଅଣନିଃଶ୍ବାସୀ ହୋଇପଡିଛନ୍ତି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଥିବା…
ତାଜମହଲର ଗୁପ୍ତ ଭୂତଳ କୋଠରି ଭିଡିଓ…
ନୂଆଦିଲ୍ଲୀ: ବିଶ୍ବ ଐତିହ୍ୟ ତାଜମହଲର ଗୁପ୍ତ ଭୂତଳ କୋଠରିର ଭିଡିଓ ସାମାଜିକ ଗଣମାଧ୍ୟମ (ଇନଷ୍ଟାଗ୍ରାମ୍)ରେ ପ୍ରସାରିତ ହୋଇଛି। ଭିଡିଓରେ ଦେଖାଯାଇଛି ଯେ କେହି ଜଣେ ତାଜମହଲର ଭୂତଳ କୋଠରୀ ତଳକୁ ପାହଚରେ ଓହ୍ଲାଇବା ସହିତ ଏହାର ଭିଡିଓ ଉତ୍ତୋଳନ କରୁଛନ୍ତି। ବ୍ୟକ୍ତି ଜଣଙ୍କ ପାହାଚରେ ଓହ୍ଲାଇ ଭୂତଳ…