Jai Odisha
News
Browsing Category

ଦେଶ-ବିଦେଶ

୬ଟିକିଆ ରାମେଶ୍ୱର-ଟାଙ୍ଗି ରାଜମାର୍ଗକୁ…

ନୂଆଦିଲ୍ଲୀ: ଭୁବନେଶ୍ୱର ଓ କଟକ ସହରରେ ଟ୍ରାଫିକ ଭିଡ଼ କମାଇବା ପାଇଁ ପ୍ରସ୍ତାବିତ ୧୧୦.୮୭ କିଲୋମିଟର ଲମ୍ବ ରାମେଶ୍ୱର-ଟାଙ୍ଗି ବାଏପାସ ଗ୍ରୀନଫିଲଡ ରାଜପଥ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି ବୈଠକରେ ମଞ୍ଜୁରୀ…

ପ୍ରକାଶ ପାଇଲା ନିଟ ପିଜି-୨୦୨୫…

NBEMS ବା ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ   ମଙ୍ଗଳବାର  ନ୍ୟାସନାଲ ଏଲିଜିବିଲିଟି କମ୍  ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା ଫଳ ଘୋଷଣା କରିଛି ।  ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ NBEMSର ଅଫିସିଆଲ୍ ୱେବସାଇଟ୍ …

ବିହାରରେ ରାହୁଲଙ୍କ ଭୋଟ ଅଧିକାର ଯାତ୍ରା…

ପାଟନା: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ‘ଭୋଟର ଅଧିକାର ଯାତ୍ରା’ ଆଜିଠାରୁ ଆରମ୍ଭ ହୋଇଛି । ସାସାରାମରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସେପ୍ଟେମ୍ବର ୧ରେ ପାଟନାରେ ଶେଷ ହେବ । ଏହି ଯାତ୍ରା ୩୧ତାରିଖ ଦିନ ଗୋଟିଏ ଦିନ ବିରତି ସହିତ ୧୬ଦିନ ମଧ୍ୟରେ ୨୩ରୁ ୩୦ଜିଲା ପରିକ୍ରମା କରିବ । ଏହି…

ଆଉ ନାହାନ୍ତି ଅଚ୍ୟୁତ୍ ପୋତଦାର୍‌…

ନୂଆଦିଲ୍ଲୀ : ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସ ଫିଲ୍ମର ପ୍ରଫେସର। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାର। ଚିକିତ୍ସାଧୀନ ଅବସ୍ଥାରେ ଥାଣେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ। ଅଚ୍ୟୁତଙ୍କ ମୃତ୍ୟୁ ଖବର…

ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ମୁକୁଟ…

ନୂଆଦିଲ୍ଲୀ: କୁହାଯାଏ ଯେ ଯଦି ସ୍ୱପ୍ନ ବଡ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ । ୨୨ବର୍ଷୀୟା ‘ମନମହିନୀ ତାହା କରି ଦେଖାଇଛନ୍ତି । ରାଜସ୍ଥାନର ଜୟପୁରରେ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା…

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା…

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି।  ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ଵରେ ଭାରତ ମ୍ୟାଚ୍ ଖେଳିବ। ଟେଷ୍ଟ ଅଧିନାୟକ ଶୁବମନ୍ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି। ଅଭିଷେକ୍ ଶର୍ମା, ତିଲକ ବର୍ମା, ଶିବମ୍ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା,  ଯଶପ୍ରୀତ୍ ବୁମ୍‌ରା,…

ସୀମା ବିବାଦ: ଅଜିତ ଡୋଭାଲ ଓ ଚୀନ…

ସମାଜ ଡିଜିଟାଲ ଡେସ୍କ: ଆମେରିକାରର ଟାରିଫ୍‍ ୱାର ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି । ନୂଆଦିଲ୍ଲୀରେ ଉଭୟ ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକ ସୀମା ବିବାଦର ସମାଧାନ ଏବଂ ପ୍ରକୃତ…

ବି. ସୁଦର୍ଶନ ରେଡ୍ଡୀ ହେଲେ ବିରୋଧୀ ଦଳର…

ସମାଜ ଡିଜିଟାଲ ଡେସ୍କ: ବିରୋଧୀ ଦଳ ତଥା ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ। ଇଣ୍ଡି ମେଣ୍ଟ ବୈଠକରେ ମଙ୍ଗଳବାର ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ…

ନେହେରୁ ଦେଶକୁ ଦୁଇ ଥର ବିଭାଜନ କରିଥିଲେ:…

ସମାଜ ଡିଜିଟାଲ ଡେସ୍କ: ଏନଡିଏ ସଂସଦୀୟ ଦଳ ବୈଠକରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦୀ କହିଚନ୍ତି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଶକୁ ପ୍ରଥମେ ବିଭାଜନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୨ୟ…

ଏନଡିଏ ସର୍ବଦଳୀୟ ବୈଠକ, ରାଧାକୃଷ୍ଣନଙ୍କୁ…

ସମାଜ ଡିଜିଟାଲ ଡେସ୍କ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଯାଇଛି। ମଙ୍ଗଳବାର ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ସର୍ବଦଳୀୟ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସି ପି ରାଧାକୃଷ୍ଣନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ…