Jai Odisha
News
Browsing Category

ମନୋରଞ୍ଜନ

୨୦୩୦ ସୁଦ୍ଧା ଚନ୍ଦ୍ରରେ ପରମାଣୁ କେନ୍ଦ୍ର

ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ ଯୋଜନାକୁ ଦ୍ରୁତ ବେଗରେ କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି। ଚନ୍ଦ୍ରପୃଷ୍ଠରେ ମାନବ ବସତି ନିର୍ମାଣ ପାଇଁ ଏକ ସ୍ଥାୟୀ ଆଧାର ସ୍ଥାପନ ପାଇଁ ଏହା ଆମେରିକାର ବ୍ୟାପକ ମହତ୍ବାକାଂକ୍ଷାର ଏକ ଅଂଶ।…

ହାଇଦ୍ରାବାଦ ଆଇଆଇଟିରେ ଚାଳକବିହୀନ ଗାଡ଼ି

ଭାରତ ପରି ଏକ ଜନବହୁଳ ଦେଶରେ ସ୍ବୟଂଚାଳିତ ଗମନାଗମନ ପ୍ରଚଳନ ଲକ୍ଷ୍ୟରେ ହାଇଦ୍ରାବାଦ ଆଇଆଇଟିର ଦଳେ ଗବେଷକ ଏକ ଚାଳକବିହୀନ ଯାନ ବିକଶିତ କରିଛନ୍ତି। ସଂସ୍ଥାନର ଟେକ୍ନୋଲୋଜି ଇନୋଭେସନ୍ ହବ୍ ଅନ୍ ଅଟୋନୋମସ୍ ନାଭିଗେସନ୍(ଟିହାନ୍‌) ଦ୍ୱାରା ନିର୍ମିତ ଏହି ଏଆଇ ଆଧାରିତ ସ୍ୱୟଂଚାଳିତ ଯାନଟି ପରୀକ୍ଷାମୂଳକ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ…

ନୂଆଦିଲ୍ଲୀ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆଜି ଜଣେ ବ୍ୟକ୍ତି ଆକ୍ରମଣ କରିଛି। ଆକ୍ରମଣକାରୀକୁ ଦିଲ୍ଲୀ ପୁଲିସ ଗିରଫ କରିଛି ଏବଂ ଏହି ମାମଲାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ସିଭିଲ୍‌ ଲାଇନ୍ସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଜନଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ…

ଅଧୀକ୍ଷଣ ଯନ୍ତ୍ରୀ ଜେଲ୍‌ରେ: ପତ୍ନୀ ଓ…

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅନୁଗୁଳ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ ହୋଇ ଏବେ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ। ଭିଜିଲାନ୍ସ ତାଙ୍କ ଦୁର୍ନୀତିର ଚିଠା ଖୋଲିବାକୁ ପତ୍ନୀ ରୁନୁ ବେହେରା ଓ ଭାଇଙ୍କ ଠିକାକାମର ତଦନ୍ତ କରିବାକୁ ଯୋଜନା କରିଛି। ଶ୍ରୀ…

କଥାଟିଏ-ଯାଯାବର: ସରଳ ବିଶ୍ବାସ

ମରୁଭୂମିରେ ଯାଉଥିଲେ ଜଣେ ପଥିକ। ତାଙ୍କ ନିକଟରେ ପାଣି ସରି ଯାଇଥାଏ। ଚାରିଆଡ଼େ କେବଳ ବାଲି ଆଉ ବାଲି। ଟୋପାଏ ପାଣିର ଆଶ୍ବାସନା କେଉଁଠି ହେଲେ ନ ଥାଏ। ପଥିକ ଅତ୍ୟନ୍ତ ତୃଷାର୍ତ୍ତ। ହଠାତ ତାଙ୍କୁ ଦିଶିଗଲା ଏକ ଘର। ସାମାନ୍ୟ ଆଶା ନେଇ ସେ ତା’ ଭିତରକୁ ଢୁକିଲେ।ଘରଟି ଥିଲା ସଂପୂର୍ଣ୍ଣ ପରିତ୍ୟକ୍ତ।…

ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ସ୍କୁଲର ସ୍ଥିତି…

ରାଇରଙ୍ଗପୁର: ଓଡ଼ିଶା ସରକାରଙ୍କ ଶିକ୍ଷା ନିର୍ଦ୍ଦେଶକଙ୍କ ଆଦେଶ ଅନୁସାରେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲା ଓ ଷଢେଇକଳା ଖରସୁଆଁ ଜିଲ୍ଲାରେ ଥିବା ଓଡ଼ିଆ ମାଧ୍ୟମ ସ୍କୁଲର ସ୍ଥିତି ଉପରେ ରିପୋର୍ଟ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲାର  ଶିକ୍ଷା ଅଧିକାରୀ  ଶ୍ରୀକାନ୍ତ କୁମାର ଜେନା,…

ଦୁର୍ଦ୍ଦାନ୍ତ ମାଓ ଦମ୍ପତି ସମେତ ୪…

ମାଲକାନଗିରି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟାର୍ଗେଟ ସମୟ ଯେତିକି ପାଖେଇ ଆସୁଛି ନକ୍ସଲ ମଧ୍ୟ ସେହି ତୁଳନାରେ ସଂଗଠନ ଛାଡି ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ସମେତ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏସପି…

ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ନାବାଳିକା…

ବିନିକା: ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ଉଦ୍ଧାର ହେଲେ ନାବାଳିକା | ସୁବର୍ଣ୍ଣପୁରଜିଲ୍ଲା ବିନିକା ଅଞ୍ଚଳର ‌ଜଣେ ନାବାଳିକା ପାଠ ପଢ଼ି ସାରି ଘରକୁ ଫେରିବା ବେଳେ ଜଣେ ନାବାଳକ ସେଠାରେ ପହଞ୍ଚି ନାବାଳିକା ଯୁବତୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା । ଫଳରେ ନାବାଳିକା ଯୁବତୀ…