Browsing Category
ମନୋରଞ୍ଜନ
ଦୁର୍ଦ୍ଦାନ୍ତ ମାଓ ଦମ୍ପତି ସମେତ ୪…
ମାଲକାନଗିରି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟାର୍ଗେଟ ସମୟ ଯେତିକି ପାଖେଇ ଆସୁଛି ନକ୍ସଲ ମଧ୍ୟ ସେହି ତୁଳନାରେ ସଂଗଠନ ଛାଡି ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ସମେତ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏସପି…
ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ନାବାଳିକା…
ବିନିକା: ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ଉଦ୍ଧାର ହେଲେ ନାବାଳିକା | ସୁବର୍ଣ୍ଣପୁରଜିଲ୍ଲା ବିନିକା ଅଞ୍ଚଳର ଜଣେ ନାବାଳିକା ପାଠ ପଢ଼ି ସାରି ଘରକୁ ଫେରିବା ବେଳେ ଜଣେ ନାବାଳକ ସେଠାରେ ପହଞ୍ଚି ନାବାଳିକା ଯୁବତୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା । ଫଳରେ ନାବାଳିକା ଯୁବତୀ…
ରାଜ୍ୟର ଏମଏସଏମଇ କ୍ଷେତ୍ରରେ ୧୧ ଲକ୍ଷରୁ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର । ସରକାରୀ ସ୍ତରରେ…
ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଯୁବକ: ୭…
କୋରାପୁଟ: କୋରାପୁଟ ଗଞ୍ଜେଇର ଚାହିଦା ଦିଲ୍ଲୀ ଓ ପଞ୍ଜାବରେ ଢ଼େର ଅଧିକ ରହିଛି। ବୁଧବାର ଜଣେ ଯୁବକ ଜୟପୁରରୁ ଗଞ୍ଜେଇ ନେଇ ଟ୍ରେନରେ ଲୁଧିଆନା ଯିବା ବେଳେ ଜିଆରପି ପୁଲିସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଆରପି ପୁଲିସ ଜୟପୁର ଷ୍ଟେସନରେ ତନଖି ବେଳେ ଜଣେ ଯୁବକଙ୍କୁ ସନ୍ଦେହ…
ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା…
ବାମନାଳ: ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ଵଳଙ୍ଗା ଥାନା ଅଧିନସ୍ଥ ଶାଇଁଶସାସନ ଓ ବଳଙ୍ଗା ମହାହାବିଦ୍ୟାଳୟଠାରେ ଶ୍ରେଣୀ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂତନ ଗୃହ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ପ୍ରଥମେ ବଳଙ୍ଗା…
କାହିଁକି ବିବାହିତା ହିନ୍ଦୁ ମହିଳା ମଥାରେ…
ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ଦୁଇ ଆତ୍ମା ଯୋଡ଼ି ହୋଇ ଗୋଟାଏ ନୂଆ ଦୁନିଆ ସୃଷ୍ଟି କରନ୍ତି। ତେବେ ଦୁଇଟି ଆତ୍ମାକୁ ଗୋଟାଏ ଡୋରୀରେ ବାନ୍ଧି ରଖିବା ପାଇଁ ଆମ ହିନ୍ଦୁ ବିବାହରେ ଗୁଡ଼ାଏ ରୀତିନୀତି ରହିଛି। ସେଥିମଧ୍ୟରୁ ଗୋଟାଏ ହେଉଛି ‘ସନ୍ଦୂର ଦାନ’। ହିନ୍ଦୁ ବିବାହ ସମୟରେ ସିନ୍ଦୂର ଦାନ…
ରଗଦା ଡ୍ୟାମରେ ବଡ଼ ଧରଣର ଅବକାରୀ ଚଢ଼ଉ: ୪…
କାଳିଆପାଣି, : ଯାଜପୁର-ଢେଙ୍କାନାଳ ଜିଲ୍ଲାର ୨ ସୀମା ମଧ୍ୟସ୍ଥ ରଗଦା ଡ୍ୟାମ୍ ତଳ, ପାର୍ଶ୍ବସ୍ଥ ଗୋଡ଼ିସାହି ଓ ଟୁଭିନାଳି ଗାଁରେ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସଫଳତତାର ସହ ବଡ଼ ଧରଣର ଅବକାରୀ ଚଢ଼ଉ କରାଯାଇଛି।ଚଢ଼ାଉ ସମୟରେ ୪ ହଜାର ଲିଟର ସଦ୍ୟରନ୍ଧା ଦେଶୀ ମହୁଲି ମଦ ଓ ୫ ହଜାର ଲିଟର ମହୁଲ…
ଗ୍ରାହକଙ୍କୁ ନିରାଶ କଲା ଏୟାରଟେଲ: …
ନୂଆଦିଲ୍ଲୀ: ଏୟାରଟେଲ୍ ସମ୍ପ୍ରତି ତାର ଉପଭୋକ୍ତାମାନଙ୍କୁ ଝଟକା ଦେଇଛି। କମ୍ପାନି ଅଗଷ୍ଟ ୨୦ ତାରିଖ ବୁଧବାର ଦିନ ଶସ୍ତା ଟ୍ରୁଲି ଅନଲିମିଟେଡ୍ ପ୍ଲାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ଲାନ୍ ଆଜି ରାତି ୧୨ ଟାରୁ କମ୍ପାନିର ୱେବସାଇଟରୁ ହଟାଇ ଦିଆଯିବ। ଯଦି ଆପଣ ଜଣେ ଏୟାରଟେଲ୍ ଗ୍ରାହକ ଏବଂ…
ସରକାରଙ୍କ ନୂଆ ବ୍ୟବସ୍ଥା: ଷ୍ଟାଣ୍ଡାର୍ଡ…
ଭୁବନେଶ୍ବର: ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍ରେ ରହିବେ। ପ୍ରଥମେ ପାସ୍ ଫେଲ ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍ରେ ଫେଲ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ। ପାସ୍ ହେଲା ପରେ ସେ…
ନୈତିକତାର ମୂଲ୍ୟ ବଢୁ- ଶାହ
ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଆଗତ ହେଲା ୩ଟି ବିଲ୍ । ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଆଗତ । କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ…