Jai Odisha
News

ବାଂଲାଦେଶୀ ଲିଙ୍କ୍‌: ହେବ ରିମାଣ୍ଡ ଆବେଦନ –

ଜଗତସିଂହପୁର: ବାଂଲାଦେଶୀ ଲିଙ୍କ୍‌ ମାମଲାରେ ଜଗତସିଂହପୁର ପୋଲିସ କବ୍‌ଜାରେ ୫ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତା’ର ଭାଇ ଅବଦୁଲ ମୁତାଲିଫ ଖାନ୍‌। ଦୁଇ ଭଉଣୀଙ୍କ ସହ ମୋଟ ୫ ଜଣଙ୍କୁ ଗିରଫ ସହ ଖାନ୍‌ତଲାସୀ। ବିଏନ୍ଏସର ବିଭିନ୍ନ ଦଫାରେ ମାମଲା ରୁଜୁ ପରେ ବିଚାର ବିଭାଗୀୟ ହାଜତ ଗଲେ। ହତ୍ୟା ଉଦ୍ୟମ କରିବା, ମାନବ ଚାଲାଣ ପରି ସଙ୍ଗୀନ ଦଫାରେ ମାମଲା। ରିମାଣ୍ଡରେ ଆଣିବାକୁ ଜଗତସିଂହପୁର ପୋଲିସ ଆବେଦନ କରିବ।

Leave A Reply

Your email address will not be published.