ଓପିଏସ୍ ସ୍ତରରେ ଅଦଳ ବଦଳ –
ଭୁବନେଶ୍ୱର : ଓପିଏସ୍ ଅଫିସର୍ ସ୍ତରରେ ଆଜି ଅଦଳ ବଦଳ କରାଯାଇଛି। ୧୨ ଜଣ ଓପିଏସ୍ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।୧) ବିମଳେନ୍ଦୁ ଶତପଥୀ – ରାଜ୍ୟ ପୋଲିସ ହେଡ୍୍ କ୍ୱାର୍ଟର ଏସ୍ପି କଟକ୨) କିଶୋର ଚନ୍ଦ ମୁଣ୍ଡ – ଡିସିପି କିମିଶନ୍ରେଟ୍ ପୋଲିସ୩) ଅନୁପ କୁମାର…