Jai Odisha
News

୮. ୧୬ ଲକ୍ଷ ଅଯୋଗ୍ୟ ନେଇଛନ୍ତି ରାସନ: ମନ୍ତ୍ରୀ –

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ସୂଚନା । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୮. ୧୬ ଲକ୍ଷ ଅଯୋଗ୍ୟ ନେଇଛନ୍ତି ରାସନ । ୭ ଲକ୍ଷ ମୃତକଙ୍କ ନାଁରେ ଉଠୁଥିଲା ରାସନ । ୭୫ ହଜାର ସରକାରୀ ଚାକିରିଆ ଲାଭ ନେଉଥିଲେ । ୪୫ ହଜାର ଟିକସଦାତା ରାସନ ନେଇଛନ୍ତି । ନୂଆ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି ୧୪ ଲକ୍ଷ ହୀତାଧିକାରୀ ।

Leave A Reply

Your email address will not be published.