Jai Odisha
News

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. –

ମେଷ : ଆଜି ଚନ୍ଦ୍ରଙ୍କ କାରଣରୁ ଗୃହ କାର୍ଯ୍ୟରେ ମନ ବଳାଇବେ। ଯେକୌଣସି ପରୀକ୍ଷାରେ ସଫଳ ହେବେ। ପରିବେଶରୁ ଆନନ୍ଦ ମିଳିବ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଶାନ୍ତି ଦେଖାଦେବ।

ବୃଷ : ଆଜି ନୂତନ ଗାଡ଼ି କ୍ରୟ କରିପାରନ୍ତି। ରୋଗରୁ ମୁକ୍ତି ପାଇବେ। ଆର୍ଥିକ ପରିସ୍ଥିତି ଜଟିଳ ହେବେ। ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ। ଭାଇ ଭାଇ ଭିତରେ ମନମାଳିନ୍ୟ ଘଟିବ।

ମିଥୁନ : ଆଜି ସକାଳୁ ସକାଳୁ ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଆୟ ବ୍ୟୟ ସମାନ ରହିବ। ମାନସିକ ଉଦ୍‌ବେଗ ବଢ଼ିବ।

କର୍କଟ : ଗୃହରୁ ଆନନ୍ଦ ପାଇବେ। ଯୋଗାଯୋଗରୁ ପ୍ରଗତି ଘଟିବ। ଜଞ୍ଜାଳରେ ପଡ଼ିପାରନ୍ତି। ଅପେକ୍ଷା ବିଫଳ ହେବ। ଦ୍ରବ୍ୟ ଲାଭ କରିପାରନ୍ତି। ବ୍ୟୟ ଅଧିକ ହେବ।

ସିଂହ : କାର୍ଯ୍ୟରେ ଆନନ୍ଦ ପାଇବେ। ଗୃହ କାର୍ଯ୍ୟରେ ପ୍ରଗତି ଘଟିବ। ବିଭିନ୍ନ କାରଣରୁ ଚିନ୍ତାରେ ପଡ଼ିବେ। ଅପ୍ରିୟ ଘଟଣା ଘଟିପାରେ। ଯାତ୍ରାଦିରୁ କ୍ଲାନ୍ତି ବଢ଼ିବ। ବିପଦରେ ପଡ଼ିପାରନ୍ତି।

କନ୍ୟା : ଆଜି ବନ୍ଧୁ ମେଳରେ ଦିନ କାଟିବେ। କଳହାଆଦିରେ ପଡ଼ିପାରନ୍ତି। ଯାତ୍ରାରେ ବୃଦ୍ଧି ଘଟିବ। ଶାରୀରିକ କଷ୍ଟ ଭୋଗିବେ। ସ୍ମରଣ ହାନି ଘଟିପାରେ। ଆୟରେ ବୃଦ୍ଧି ଘଟିବ।

ତୁଳା : ପରିବାରରେ ଅଶାନ୍ତି ଉପୁଜିବ। ଅସୁବିଧା ଘନିଭୂତ ହେବ। ମାନସିକ ଉତେଜନା ଭୋଗିବେ। ଚନ୍ଦ୍ରଙ୍କ ପ୍ରଭାବରୁ ଭୋଜନାଦିରେ ତୃପ୍ତି ହୋଇପାରନ୍ତି। ଦୂରଯାଗାକୁ ଯିବେ।

ବିଛା : ଆଜି ମନ ଦୂର୍ବଳ ରହିବ। ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ପ୍ରିୟ ଲୋକମାନଙ୍କ ସହିତ ଆନନ୍ଦିତ ହେବେ। ଦକ୍ଷତା ବଢ଼ିବ। କର୍ମଧାରାରେ ଉନ୍ନତି କରିବେ।

ଧନୁ : ଶନିଙ୍କ ପ୍ରଭାବରୁ ମନସ୍କାମନା ସଫଳ ହେବ। ଆଳସ୍ୟ ବୃଦ୍ଧି ପାଇବ। ସାମୂହିକ କାର୍ଯ୍ୟରେ ଆଗେଇବେ। ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ।

ମକର : ଆଜି ଚାକୀରିରେ ସୁପ୍ରତିଷ୍ଠିତ ହୋଇପାରନ୍ତି। ଆର୍ଥିକ ଉନ୍ନତି ଘଟିବ। ବ୍ୟବସାୟରେ ଉନ୍ନତି କରିବେ। ଶୁଭ କାର୍ଯ୍ୟରେ ସମ୍ମାନୀତ ହେବେ। ଆୟ ଠାରୁ ବ୍ୟୟ ଅଧିକ ହେବ।

କୁମ୍ଭ : କାର୍ଯ୍ୟରେ ଉନ୍ନତି ହେବ। ଭୂମି ଓ ପଶୁ ଲାଭ ଯୋଗ ଅଛି। ଚାକିରୀରେ ସଦା ପ୍ରସନ୍ନ ରହିବେ। ଯାନବାହନ କ୍ରୟ ଯୋଗ ଅଛି। ମନରେ ଭକ୍ତି ଭାବ ଜାଗ୍ରତ ହେବ।

ମୀନ : ଆୟର ପ୍ରତିରୋଧ କରିବେ। କୌଣସି ବିଷୟକୁ ନେଇ ଆଲୋଚନା କରିବେ। ଭ୍ରମାଣାଦିରେ ଶାନ୍ତି ପାଇବେ। ପଦୋନ୍ନତି ପାଇଁ କାର୍ଯ୍ୟ କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରିବେ।

The post ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on .

Leave A Reply

Your email address will not be published.