Jai Odisha
News

ବ୍ରିଟିଶ ନୌସେନାରେ ପ୍ରଥମ ଅଣଖ୍ରୀଷ୍ଟୀୟ…

ଲଣ୍ଡନ: ବ୍ରିଟିଶ ନୌସେନା(ରୟାଲ ନେଭି)ରେ ପ୍ରଥମ କରି ଜଣେ ଅଣଖ୍ରୀଷ୍ଟୀୟ ଧର୍ମଗୁରୁଙ୍କୁ ନିଯୁକ୍ତି ମିଳିଛି। ଏହି ଧର୍ମଗୁରୁ ଜଣଙ୍କ ହେଲେ ଭାନୁ ଆଟ୍ରି (୩୯)। ଭାନୁ ହିମାଚଳ ପ୍ରଦେଶରେ ଜନ୍ମ ହେବା ସହିତ ଏଠାରେ ବଢିଥିଲେ। ଏବେ ସେ ଏସେକ୍ସରେ ରହୁଛନ୍ତି। ସେ ବ୍ରିଟେନ ରୟାଲ ନାଭାଲ କଲେଜରୁ ଉତ୍ତୀର୍ଣ୍ଣ…

ବିରଳ ଝିଟିପିଟିକୁ ମାରି ଖାଇବା ଅଭିଯୋଗରେ…

ଭୁବନେଶ୍ୱର: ଜଣେ ୟୁଟ୍ୟୁବର ଏକ ବିରଳ ପ୍ରଜାତିର ଝିଟିପିଟି ମାରି ଖାଇବା ଘଟଣାରେ ବନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପରେ ସେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ଭାଇରାଲ ହୋଇଥିଲା। ଅଭିଯୁକ୍ତ ୟୁଟ୍ୟୁବରଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଗିରଫ କରାଯାଇଛି।…

ସ୍ୱାସ୍ଥ୍ୟସେବା ନବସୃଜନ ଅଭିବୃଦ୍ଧିକୁ…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ନବସୃଜନକୁ ଆଗକୁ ବଢାଇବା ଏବଂ କ୍ଲିନିକାଲ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ଆଜି କିଟ୍-ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର (କିଟ୍-ଟିବିଆଇ) ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି)…

ଇସ୍ରାଏଲର ଗାଜା ବିଜୟ ଅଭିଯାନ –

ତେଲଆଭିଭ୍‌: ପାଲେଷ୍ଟାଇନର ଗାଜା ସହରକୁ ଦଖଲ କରିବା ଲାଗି ଇସ୍ରାଏଲ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲର ଗାଜା ବିଜୟ ଅଭିଯାନକୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଅନୁମୋଦନ କରିଛନ୍ତି। ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ଦେଶର ୬୦ହଜାର ସଂରକ୍ଷିତ (ରିଜର୍ଭ) ସୈନିକଙ୍କୁ ଡକାଯାଇଛି।…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ:…

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାକୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଝାରସୁଗୁଡା ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଉଥିବା ନେଇ ହୋଇଛି ଅଭିଯୋଗ । ବନହରପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ଅଭିଯୋଗ…

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ…

ନୂଆଦିଲ୍ଲୀ: କ୍ରୀଡା ମନ୍ତ୍ରଣାଳୟ କୌଣସି ଖେଳରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଉପରେ ନିଜର ମତ ସ୍ପଷ୍ଟ କରିଛି। ନୂତନ ନୀତି ଅନୁଯାୟୀ, ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ୍ କିମ୍ବା ଇଭେଣ୍ଟରେ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ ଟିମ୍ ଇଣ୍ଡିଆକୁ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ…

ଯଦି ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ନୂଆଦିଲ୍ଲୀ : ବିଭିନ୍ନ ବିଲକୁ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ଝୁଲାଇ ରଖିଲେ କଣ ହେବ ? ଏପରି ହେଲେ ବିଧାନବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ମୌଖିକଭାବେ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ରାଷ୍ଟ୍ରପତି ରେଫରେନ୍ସ ଉପରେ ଶୁଣାଣି ଜାରି ରଖି ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ…

ମିଥ୍ୟା ବିଜ୍ଞାପନ ପାଇଁ ରାପିଡୋ ଉପରେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଯାତ୍ରା ସୁବିଧା ପ୍ରଦାନକାରୀ କମ୍ପାନୀ ରାପିଡୋ ଉପରେ ୧୦ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି। ମିଥ୍ୟା ବିଜ୍ଞାପନ ପ୍ରସାରଣ ପାଇଁ ଏହି ଦଣ୍ଡାଦେଶ କରାଯାଇଛି। ନିଜର ବିଜ୍ଞାପନରେ କମ୍ପାନୀ ଉନ୍ନତ ସେବା ସହିତ କ୍ୟାସବ୍ୟାକ୍…

ପଦ୍ମପୁରକୁ ଏନ୍‌ଏସି ଘୋଷଣା ଦାବି ଜୋର…

ରାୟଗଡ଼ା: ରାଜ୍ୟ ସରକାର ୧୨ଟି ନୂଆ ଏନ୍‌ଏସି ଘୋଷଣା ପରେ ସେଥିରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ସ୍ଥାନ ନ ପାଇବାରୁ ତୀବ୍ର ଅସନ୍ତୋଷ ଦେଖା ଯାଇଛି।ରାୟଗଡଡ଼ା ଜିଲ୍ଲାର ଏକମାତ୍ର ବିଷମକଟକକୁ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରାଯାଇଛି। ବାରମ୍ବାର ଦାବି ସତ୍ତ୍ବେ ପୁଣି ଥରେ ରାଜ୍ୟ ସରକାର ପଦ୍ମପୁରକୁ…

ଭିଭୋ ଆଣୁଛି ଦମ୍‌ଦାର୍‌ ଫିଚର ସହ ଏହି…

ନୂଆଦିଲ୍ଲୀ : ଭିଭୋ ଟି୪ ସିରିଜ୍‌ରେ ଆଉ ଏକ ଦମ୍‌ଦାର୍‌ ଫୋନ୍‌ ଭାରତରେ ଲଞ୍ଚ ହେବାକୁ ଯାଉଛି । ଭିଭୋର ଏହି ଫୋନ୍‌ ଟି୪ ପ୍ରୋ ୫ଜିର ନାମରେ ମାର୍କେଟରେ ପ୍ରବେଶ କରିବ । କମ୍ପାନୀ ଗତ କିଛି ଦିନରେ ଏହି ଫୋନ୍‌କୁ ଆଣିଛି । କମ୍ପାନୀ ଏବେ ଏହି ସ୍ମାର୍ଟଫୋନ୍‌ର ଲଞ୍ଚ ତାରିଖ ସାମ୍ନାକୁ ଆଣିଛି । ଏହାର…