ଓପିଏସ୍ ସ୍ତରରେ ଅଦଳ ବଦଳ –

ଭୁବନେଶ୍ୱର : ଓପିଏସ୍ ଅଫିସର୍ ସ୍ତରରେ ଆଜି ଅଦଳ ବଦଳ କରାଯାଇଛି। ୧୨ ଜଣ ଓପିଏସ୍ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
୧) ବିମଳେନ୍ଦୁ ଶତପଥୀ – ରାଜ୍ୟ ପୋଲିସ ହେଡ୍୍ କ୍ୱାର୍ଟର ଏସ୍ପି କଟକ
୨) କିଶୋର ଚନ୍ଦ ମୁଣ୍ଡ – ଡିସିପି କିମିଶନ୍ରେଟ୍ ପୋଲିସ
୩) ଅନୁପ କୁମାର କାନୁନ୍ଗୋ – ଡିସିପି କିମିଶନ୍ରେଟ୍ ପୋଲିସ
୪) ଶ୍ରୀକାନ୍ତ କୁମାର ବେହେରା – ଏସ୍ପି ଇଓଡବ୍ଲୁ ଭୁବନେଶ୍ୱର
୫) ସୁରେନ୍ଦ୍ର କୁମାର ରାୟଗୁରୁ – ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍ପି କଟକ
୬) ଆନନ୍ଦ ବର୍ଦ୍ଧନ ଗୁରୁ – ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍ପି କଟକ
୭) ତପନ ନାରାୟଣ ରଥ – ଏଆଇଜି ଏସ୍ପି ହେଡ୍ କ୍ୱାର୍ଟର କଟକ
୮) ସତ୍ୟବାନ୍ ମହାନନ୍ଦ – ଏସ୍ପି ଭିଜିଲାନ୍ସ
୯) ଦେବାଶିଷ ଧଳ – ସ୍ପେଶାଲ ବ୍ରାଞ୍ଚ ଏସ୍ପି
୧୦) ପ୍ରଭା ଶଙ୍କର ନାୟକ -ଏଆଇଜି ହେଡ୍ କ୍ୱାର୍ଟର କଟକ ଏସ୍ପି
୧୧) ଦେବଦତ୍ତ କର -ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍ପି କଟକ
୧୨) ସତ୍ୟଜିତ୍ ମିଶ୍ର – ଏଆଇଜି ମେରାଇନ୍ ଏବଂ କୋଷ୍ଟାଲ ସିକ୍ୟୁରିଟି