ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. –

ମେଷ : ଆଜି ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ। ନଷ୍ଟ ହୋଇଥିବା ଜିନିଷ ପାଇବାର ଆଶା ଅଛି। କୌଣସି କାର୍ଯ୍ୟରେ ମନଦେବେ। ଆର୍ଥିକ ଅବସ୍ଥା ସୁଧୁରି ଯାଇପାରେ।
ବୃଷ : ଆଜି ବନ୍ଧୁ ସହିତ ମନମାଳିନ୍ୟ ଘଟିପାରେ। ଅସହଯୋଗ ପାଇଁ ମନଦୁଃଖ ହେବ। ନୂତନ ବନ୍ଧୁ ଦର୍ଶନ ମିଳିପାରେ। ଆୟ ଉତମ ହେବ। ଭାତୃ ବିବାଦରେ ପଡ଼ିପାରନ୍ତି।
ମିଥୁନ : ଆଜି ଆନନ୍ଦ ଉତ୍ସବ ବଢ଼ିବ। ବ୍ୟବସାୟରେ ପଛାଇବେ। ମାନିସକ ଉଦ୍ବେଗ ବଢ଼ିବ। ଧର୍ମକାର୍ଯ୍ୟରେ ମନଦେବେ। ବନ୍ଧୁ ସହାୟତା ପାଇଁ ଚେଷ୍ଟା କରିବେ। ଦିନ ସାରା ବ୍ୟସ୍ତ ରହିବେ।
କର୍କଟ : ଶିକ୍ଷା ଓ ଅଭିଜ୍ଞତା ବଢ଼ିବ। କାର୍ଯ୍ୟ ସଫଳ ହେବ। ବନ୍ଧୁ ସହ ନୂତନ ସମ୍ପର୍କ ବୃଦ୍ଧି ପାଇପାରେ। ଆୟ ବୃଦ୍ଧି ପାଇଁ ଯୋଜନା କରିବେ। ଭାତୃ ବିବାଦରେ ପଡ଼ିପାରନ୍ତି।
ସିଂହ : ବ୍ୟବସାୟରେ ଲାଭ ବଢ଼ିବ। ଅଭାବ ଏଡ଼ାଇ ଯିବ। ବନ୍ଧୁ ମେଳରେ ଅପ୍ରିୟ ହେବେ। ମୋହରେ ପଡ଼ି ଅପଦସ୍ତ ହୋଇପାରନ୍ତି। ବୃଥାରେ କ୍ଷତି ସହିବେ। ହଠାତ୍ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି।
କନ୍ୟା : ଆଜି ମନ ଅସ୍ଥିର ରହିବ। କ୍ଳାନ୍ତ ଓ ଅବସନ୍ନ ରହିବେ। ହଠାତ୍ ଗୃହରେ ଝାମଲା ଦେଖାଯିବ। ମା’ଙ୍କ ମନରେ ଆଘାତ୍ ଦେଇପାରନ୍ତି।
ତୁଳା : ଯେକୌଣସି କାର୍ଯ୍ୟରେ ଆଶାବାଦୀ ହେବେ। ବନ୍ଧୁ ସହଯୋଗ ମିଳିବ। ବ୍ୟସ୍ତ ରହିବେ। ଶରୀରରେ ଆଘାତ ଲାଗିପାରେ। କାର୍ଯ୍ୟରେ ଉଦ୍ବେଗ ବଢ଼ିବ।
ବିଛା : ସକାଳୁ ସକାଳୁ ସୁ-ସମ୍ବାଦ ପାଇବେ। ସତର୍କତାର ସହ କାର୍ଯ୍ୟ କରନ୍ତୁ। ମାନସିକ ଶାନ୍ତି ହରାଇବେ। ପ୍ରିୟ ବ୍ୟକ୍ତି ସହ ମତାନ୍ତର ଦେଖାଯିବ। ଯାତ୍ରାରେ ବିଘ୍ନ ଘଟିପାରେ। ଅଜଣା ରୋଗରେ ପୀଡ଼ିତ ହେବେ।
ଧନୁ : ଆଜି ଧନ ହେତୁ ସୁଖ ମିଳିବ। କୌଣସି କାର୍ଯ୍ୟରେ ବିରକ୍ତି ପ୍ରକାଶ କରିବେ। ଗୃହ କାର୍ଯ୍ୟରେ ମନଦେବେ। ଅତିଥି ସତ୍କାର କରିପାରନ୍ତି। କାର୍ଯ୍ୟ କରି ସନ୍ତୋଷ ହେବେ।
ମକର : ଆଜି ପୈତୃକ ସମ୍ପତିକୁ ନେଇ ଆଶନ୍ତି ଉପୁଜିବ। ଆତ୍ମୟମାନଙ୍କୁ ଦେଖା କରିପାରନ୍ତି। କ’ଣ କରିବେ କିଛି ସ୍ଥିର କରିପାରିବେ ନାହିଁ।
କୁମ୍ଭ : ମନରେ ଆନନ୍ଦ ପାଇବେ। ଅର୍ଥଭାବରୁ ଶାନ୍ତି ପାଇବେ। ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି। ବନ୍ଧୁ ସହଯୋଗ ମିଳିପାରେ। କାର୍ଯ୍ୟରେ ଆନନ୍ଦ ପାଇବେ। ଚୋରି ଦ୍ରବ୍ୟର ସନ୍ଧାନ ମିଳିବ।
ମୀନ : ଆଜି ସତସଙ୍ଗରେ ଯୋଗ ଦେଇ ଖୁସି ହେବେ। ଆଲୋଚନାରୁ ଉପକାର ମିଳିବ। କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିବ। ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛିି। ଦେହ ଭଲ ରହିବ।
The post ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on .