ଆଇପିଏସ୍ ଅଫିସର୍ ସ୍ତରରେ ଅଦଳବଦଳ –

ଭୁବନେଶ୍ୱର : ଆଇପିଏସ୍ ଅଫିସର୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ୧୮ ଜଣ ବରିଷ୍ଠ ଆଇପିଏସ୍ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
୧) ସନ୍ତୋଷ ବାଲା – ଏସ୍ଏଫ୍ଏସ୍ଏଲ୍ ନିର୍ଦ୍ଦେଶକ
୨) ଏସ୍ ପ୍ରବିଣ କୁମାର – ଆଇଜି ପୋଲିସ ପ୍ରୋଭିଜନିଙ୍ଗ୍ ଦାୟିତ୍ୱ
୩) ଗଜଭିଏ ସତୀଶ କୁମାର – ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି
୪ ସଞ୍ଜୟ କୁମାର କୌଶଲ – ଇଓଡବ୍ଲୁ ଆଇଜି
୫) ଅବିନାଶ କୁମାର – ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ
୬) ସତ୍ୟଜିତ୍ ନାୟକ – ପୋଲିସ ସେଣ୍ଟ୍ରାଲ ରେଞ୍ଜ୍ ଡିଆଇଜି
୭ ପିନାକୀ ମିଶ୍ର – ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି
୮) ସ୍ମିଥ୍ ପରମାର – କ୍ରାଇମ୍ବ୍ରାଞ୍ଚ ଏସ୍ପି
୯) ବିବବେକାନନ୍ଦ ଶର୍ମା – ଖୋର୍ଦ୍ଧା ଏସ୍ପି
୧୦) ପ୍ରତୀକ ସିଂ – ପୁରୀ ଏସ୍ପି
୧୧) ପ୍ରତ୍ୟୁଷ ଦିବାକର – ବାଲେଶ୍ୱର ଏସ୍ପି
୧୨) ବୀନିତ ଅଗ୍ରୱାଲ୍ – କଟକ ଗ୍ରାମାଞ୍ଚଳ ଏସ୍ପି
୧୩) ରାଜ ପ୍ରସାଦ – ସ୍ପେଶାଲ ବ୍ରାଞ୍ଚ୍ ଏସ୍ପି
୧୪) ଜି ରେଡ୍ଡି ରାଘବେନ୍ଦ୍ର – ଝାରସୁଗୁଡ଼ା ଏସ୍ପି
୧୫) ଅଙ୍କିତ କୁମାର ବର୍ମା – ଜଗତସିଂହପୁର ଏସ୍ପି
୧୬) ଅମିତ୍ ପାଲ ସିଂ – ନୂଆପଡ଼ା ଏସ୍ପି
୧୭) ଅମ୍ରିତ୍ପାଲ କୌର – ସୁନ୍ଦରଗଡ଼ ଏସ୍ପି
୧୮) ଭବାନୀ ଶଙ୍କର ଉଦ୍ଗାତା – ରେଲୱେ, କଟକ ଏସ୍ପି