ବଡଭାଇକୁ ହାଣି ମାରିଲା ସାନ ଭାଇ –

କେନ୍ଦୁଝର: ବଡଭାଇକୁ ହାଣି ମାରିଲା ସାନଭାଇ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି କଲୋନୀରେ ଏଭଳି ଅଘଟଣ ଘଟିଛି । ବଡ ଭାଇକୁ ଟାଙ୍ଗିଆରେ ହାଣି ସାଲଭାଇକୁ ହତ୍ୟା କଲା । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାମଭାଇକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
The post ବଡଭାଇକୁ ହାଣି ମାରିଲା ସାନ ଭାଇ appeared first on .