Jai Odisha
News

ବଳଙ୍ଗାରେ ପୋଲିସର କଡା ସୁରକ୍ଷା –

ବଳଙ୍ଗା: ପୀଡିତାଙ୍କ ମୃତ୍ୟୁ ପରେ ବଳଙ୍ଗାରେ ପୋଲିସର କଡା ସୁରକ୍ଷା । ବଳଙ୍ଗା ଥାନାରେ ପହଞ୍ଚିଲେ ଅତିରିକ୍ତ ଏସ୍ପି ଓ ଏସ୍‌ଡିପିଓ । ମୃତକଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଥାନାରେ ରିଜର୍ଭରେ ୨ ପ୍ଲାଟୁନ୍ ପୋଲିସ ଅଛନ୍ତି ।

Leave A Reply

Your email address will not be published.