Jai Odisha
News

ଭ୍ୟାନ ଓଲଟି ୩୦ରୁ ଉର୍ଦ୍ଧ ଆହତ –

ତେଲକୋଇ: ପିକଅପ୍ ଭ୍ୟାନ୍ ଓଲଟି ୩୦ରୁ ଉର୍ଦ୍ଧ ଆହତ । ବାଂଶପାଳ ଆଇଟିଆଇ ଛକରେ ଭାରସାମ୍ୟ ହରାଇ ଓଲଟିଲା । ଆହତଙ୍କ ମଧ୍ୟରେ ୧୦ ଗୁରୁତର । ସମସ୍ତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ବିପଦପୂର୍ଣ୍ଣ ଭାବେ ଡାଲା ପିକଅପ୍‌ରେ ୫୦ ଯାତ୍ରୀ ଯାଉଥିଲେ । ପାଲଲହଡା ରଡଗାଁରୁ ବାଂଶପାଳ ତଳଜାଗର ବନ୍ଧୁ ଘରକୁ ଯାଉଥିଲେ ।