Jai Odisha
News

୨ ବାଇକ୍ ଧକ୍କା: ଜଣେ ମୃତ –

କେନ୍ଦ୍ରାପଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଏହି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଅଛନ୍ତି । କୁଦାନଗରୀ ଥାନା ଦଳନ୍ତା ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା ।