Jai Odisha
News

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. –

ମେଷ : ଆଜି ରବିଙ୍କ ପ୍ରଭାବରୁ ବ୍ୟବସାୟରେ ସମସ୍ତ ସମସ୍ୟା ଦୂର ହେବ। ଧନଲାଭର ସୁଯୋଗ ଆସିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଗୁ ଲାଭବାନ୍ ହେବେ।

ବୃଷ : ଆଜି ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ସଫଳତା ଲାଭ କରିବେ। ବାକ୍ ସଂଯମ ଦ୍ୱାରା ଅନେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ଆର୍ଥିକ ସଂକଟ ଦେଖାଦେବ।

ମିଥୁନ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଭୂମି ବାହନ ଇତ୍ୟାଦି କ୍ରୟର ସୁଯୋଗ ଆସିବ। ଶାରୀରିକ ସୁସ୍ଥତା ଦୂର ହେବ। ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ। ମହିଳାମାନେ ଧର୍ମ ପରାୟଣ ହେବେ।

କର୍କଟ : ଆକସ୍ମିକ ଧନଲାଭ ହେବ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଶତ୍ରୁମାନେ ପରାଜିତ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ରୋଗ ମୁକ୍ତ ହେବେ। ମାନସିକ ଅଶାନ୍ତି ବୃଦ୍ଧି ପାଇବ।

ସିଂହ : ଆଜି ରାହୁଙ୍କ ପ୍ରଭାବରୁ ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ। କର୍ମକ୍ଷେତ୍ରରେ ଉନ୍ନତିର ଆଶା କମ୍ ଆସିବ। ଆର୍ଥିକ ଅଭାବ ଦେଖାଦେଇପାରେ। ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

କନ୍ୟା : ବ୍ୟବସାୟରେ ଲାଭବାନ୍ ହେବେ। ଗୃହ ବା ଭୂମି କ୍ରୟର ସୁଯୋଗ ଆସିବ। ଆର୍ଥିକ ଉନ୍ନତି ହେବ। ବିଭିନ୍ନ ସମସ୍ୟାର ସମାଧାନ ହେବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ।

ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବ। ବାଧା ବିଘ୍ନ ଦୂର ହୋଇପାରେ। ଲାଭାବନ୍ ହେବେ। ପରିସ୍ଥିତି ଜଟିଳ ହେବ। ପାରିବାରିକ ଚିନ୍ତା ବୃଦ୍ଧି ପାଇବ। ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିବ। ମହିଳାମାନେ ଚିନ୍ତିତ ରହିବେ।

ବିଛା : ବ୍ୟବସାୟରେ ସଫଳତା ଲାଭ କରିବେ। ବିଭିନ୍ନ ସମସ୍ୟାର ସମାଧାନ ହେବ। ରୋଜଗାର ବୃଦ୍ଧି ପାଇବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନଦେବେ।

ଧନୁ : ଆଜି ଶନିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ହୋଇପାରିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବ୍ୟବସାୟରେ ବାଧା ବିଘ୍ନ ଦୂର ହେବ। ଦୂରଯାଗାକୁ ଯାଇପାରନ୍ତି।

ମକର : ଆଜି ସମାଜିକ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ଉନ୍ନତି ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ଅଭାବ ପରିଲିକ୍ଷିତ ହେବ। ପାରିବାରିକ ଶାନ୍ତି ମିଳିବ।

କୁମ୍ଭ : ବ୍ୟବସାୟରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଭୂମି ବା ଦ୍ରବ୍ୟ ଇତ୍ୟାଦି କ୍ରୟ କରିପାରନ୍ତି। ମାନ ସମ୍ମାନ ବୃଦ୍ଧି ପାଇବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।

ମୀନ : ଆଜି କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଆକସ୍ମିକ ଧନଲାଭ ହେବ। ବ୍ୟବସାୟରେ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଶତ୍ରୁମାନେ ପରାଜିତ ହେବେ। ଋଣମୁକ୍ତ ହେବେ।

The post ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on .

Leave A Reply

Your email address will not be published.