Jai Odisha
News

ଫୁଲ ଗଛରେ କରେଣ୍ଟ: ପଡୋଶୀ ମୃତ –

ବାଲେଶ୍ୱର: ସାମାନ୍ୟ ଫୁଲ ପାଇଁ ଗଲା ଜୀବନ । ଘର ମାଲିକଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି ନୀଳଗିରି ଅଞ୍ଚଳରେ । ଫୁଲଗଛରେ ଲଗାଇଦେଲେ କରେଣ୍ଟ । ଫୁଲ ତୋଳିବାକୁ ଆସିଥିବା ସମୟରେ ଗଲା ପଡୋଶୀଙ୍କ ଜୀବନ । ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଅତା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମୃତକ ଯୁବକ ହେଲେ ତାପସ ଦାସ ।  ଏନେଇ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.