ବ୍ୟକ୍ତିଗତ ନା ଦଳର ମତ ସ୍ପଷ୍ଟକରୁ ବିଜେଡି: ବିଜେପି

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ୱାଚନରେ ବିଜେଡିର ବୟାନରେ ବିଜେପି ଜବାବ ରଖିଛି । କହିଛନ୍ତି, ମହେଶ ସାହୁଙ୍କ ବୟାନ ବ୍ୟକ୍ତିଗତ ନା ଦଳୀୟ । ବିଜେଡି ଏକଥାକୁ ସ୍ପଷ୍ଟ କରୁ । ଯଦି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବ । ଏଥିରୁ ସ୍ପଷ୍ଟ ହେବ ବିଜେଡି ଦୋହରା ନୀତି ଆପଣାଉଛି । କଂଗ୍ରେସ ଓ ବିଜେଡି ବାଇରାଲ ବୋଲି ପ୍ରମାଣିତ ହେବ । ବିଜେଡି କେବେ ତାର ଆଭିମୁଖ୍ୟ ରାଜ୍ୟବାସୀଙ୍କୁ ସ୍ପଷ୍ଟ କରିନି ।