Jai Odisha
News

ଅବସର ନେବାର ୩ ଦିନ ଆଗରୁ ଯନ୍ତ୍ରୀଙ୍କୁ ମାଡି ବସିଲା ଭିଜିଲାନ୍ସ –

ବ୍ରହ୍ମପୁର:  ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ  ନେଇଥାନ୍ତେ ଅବସର ।  କିନ୍ତୁ ଏହା ପୂର୍ୱରୁ  ଆଜି ଭିଜିଲାନ୍ସ ମାଡି ବସିଛି ।  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପଡିଥିବା ବେଳେ  ଆଉ ୩ ଦିନ ଯାଇଥିଲେ ଅବସର ନେଇଥାନ୍ତେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ  ସୁଶୀଲ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆଙ୍କୁଲି  ସ୍ଥିତ ବାସଭବନ, ଗଞ୍ଜାମ ବ୍ଲକ କାଯ୍ୟାଳୟ ସମେତ ୭ରୁ ଅଧିକ ସ୍ଥାନରେ  ଚଢାଉ କରିଛି ଭିଜିଲାନ୍ସ ।

 

 

Comments are closed.