Jai Odisha
News

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. –

ମେଷ : ଆଜି ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ତ୍ୱରାନ୍ୱିତ କରିବେ। ବ୍ୟବସାୟରେ ଉନ୍ନତି ଘଟିବ। ଗୁରୁକୃପା ଲାଭ କରିବେ।

ବୃଷ : କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସମ୍ମାନୀତ ହେବାର ସୂଚନା ମିଳୁଛି। ଧନକ୍ଷୟ ହୋଇପାରେ। ସତପଥଗାମୀ ହେବେ। କୃଷି କାର୍ଯ୍ୟରେ ଧ୍ୟାନ ଦେବେ। ଜନ ସମ୍ପର୍କ ମିଳିବ।

ମିଥୁନ : ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

କର୍କଟ : ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ। କର୍ତବ୍ୟନିଷ୍ଠ ହେବେ। ରୁଚିକିର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବ୍ୟବସାୟରେ ଲାଭବାନ୍ ହୋଇପାରିବେ। ସର୍ବସୁଖ ମିଳିପାରେ।

ସିଂହ : ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ଶୁଭ ଖବର ମିଳିପାରେ। ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ହଠାତ୍ ଅର୍ଥ ମିଳିପାରେ।

କନ୍ୟା : ଭୂଲ କାର୍ଯ୍ୟ ନକରି ଅଯଥା ହନ୍ତସନ୍ତ ହୋଇପାରନ୍ତି। କୃଷି କାର୍ଯ୍ୟରେ ମନ ଦେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବଶେ ପ୍ରଦ୍ୟୁଷଣ ମୁକ୍ତ ରହିବ। ଅର୍ଥ ମିଳିବ।

ତୁଳା : କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବିବାଦୀୟ ଘଟଣାରରେ ବିଜୟୀ ହେବେ।

ବିଛା : ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି। ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଗ୍ୟର ପରିବର୍ତନ ଘଟିପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଚିନ୍ତିତ ହୋଇପାରନ୍ତି।

ଧନୁ : ପୂର୍ବରୁ ଚାଲୁ ରହିଥିବା ଯୋଜନାରେ ପରିବର୍ତନ ଘଟାଇ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ମିଷ୍ଠାନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇପାରନ୍ତି।

ମକର : କାର୍ଯ୍ୟ ସଫଳ ହେବ। ଜଞ୍ଜାଳ ଦୂରୀଭୂତ ହେବେ। ପଡ଼ୋଶୀଙ୍କ ପାଇଁ ବିବ୍ରତ ହେବେ। ପ୍ରତିକ୍ଷାରେ ଦିନ କାଟିବେ। ଆର୍ଥିକ ସମସ୍ୟା ଉପୁଜିବ। ଶୁଭ ବାର୍ତା ପାଇବେ। ଗଣ୍ଡଗୋଳରେ ଭାଗି ହେବେ। ଶୃଙ୍ଖଳା ବଜାୟ ରଖିବେ।

କୁମ୍ଭ : ଆୟ କ୍ରମେ ବଢ଼ିବ। ଦେହ ସୁସ୍ଥ ରହିବ। ବିଶୃଙ୍ଖଳାରୁ ମୁକ୍ତି ପାଇବେ। ଦେହ ଭଲ ରହିବ। ମାନସିକ ଆଘାତ ପାଇବେ। ଯାତ୍ରାଦିରେ ସଫଳ ହେବେ। ପାରିବାରିକ ସମସ୍ୟା ବଢ଼ିବ। କାର୍ଯ୍ୟ ଆଂଶିକ ସଫଳ ହେବ।

ମୀନ : ଶିକ୍ଷା ଓ ଅଭିଜ୍ଞତା ବଢ଼ିବ। ଶତ୍ରୁ ଦ୍ୱାରା ଅପଦସ୍ତ ହେବେ। ଅପେକ୍ଷା ଫଳବତୀ ହେବ। ବିପଦ ଏଡ଼ାଇ ପାରିବେ। ମର୍ଯ୍ୟାଦା ବଜାୟୀ ରଖିବେ। ଲାଭ ଆଶାରେ ଉତ୍ସାହିତ ହେବେ। ବାଦବିବାଦ ଲାଗି ରହିବ। ଆୟ କମିବ।

The post ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on .

Comments are closed.