Jai Odisha
News

ରାଜଗାଙ୍ଗପୁରରେ ଗୁଳିମାଡ –

ରାଜଗାଙ୍ଗପୁର: ରାଜଗାଙ୍ଗପୁରରୁ ଗୁଳିମାଡର ଖବର ସମ୍ନାକୁ ଆସିଛି । ଏହି ଗୁଳିମାଡରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ମେଡିକାଲ ସା୍ଥନାନ୍ତର କରାଯାଇଛି । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛିି ।

The post ରାଜଗାଙ୍ଗପୁରରେ ଗୁଳିମାଡ appeared first on .

Comments are closed.