ଖୁବଶୀଘ୍ର ନୂଆ ଅବକାରୀ ନୀତି –

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ନୂଆ ଅବକାରୀ ନୀତି । ୮ ଦିନ ଭିତରେ ଆସିବ ନୂଆ ଅବକାରୀ ନୀତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ସପ୍ତାହେ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । ସପ୍ତାହକ ମଧ୍ୟରେ ପ୍ରକ୍ରିୟା ସରିବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କମିଟି ହେବା ପରେ ଅନ୍ୟାନ୍ୟ ପଦକ୍ଷପେ ନିଆଯିବ ।
Comments are closed.