Jai Odisha
News

ବରକୁ ହତ୍ୟା ପାଇଁ ସୁପାରୀ: ମାଷ୍ଟରମାଇଣ୍ଡ ଗିରଫ –

ବଲାଙ୍ଗୀର: ବରକୁ ହତ୍ୟା ପାଇଁ ସୁପାରୀ ଦେବା ଘଟଣା । ୩ ଦିନ ପରେ ଷଡଯନ୍ତ୍ରକାରୀ ସୁଶାନ୍ତ ବିଶ୍ୱାଳ ଗିରଫ । କଳାହାଣ୍ଡି ମୋହନଗିରିରୁ ଗିରଫ କଲା ଦେଓଗାଁ ପୁଲିସ୍ । ସଂପର୍କୀୟଙ୍କ ଘରେ ଲୁଚିଥିବା ବେଳେ ଚଢାଉ କରିଧରିଲା ପୁଲିସ୍ ।

Comments are closed.