Jai Odisha
News

ଟ୍ରକ୍ ସହ ଯାତ୍ରୀବାହୀ ବସ୍ ଧକ୍କା: ୩୦ ଆହତ, ୯ ଗୁରୁତର

ବସ୍ତା: ୬୦ ନଂ ଜାତୀୟ ରାଜପଥ, ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକ୍ ସହ ଏକ ଯାତ୍ରୀବାହୀ ଧକ୍କା ହେବା ଫଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

୬୦ ନଂ ଜାତୀୟ ରାଜପଥ, ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକ୍ ସହ ଏକ ଯାତ୍ରୀବାହୀ ଧକ୍କା ହେବା ଫଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୯ ଗୁରୁତର ହୋଇଛନ୍ତି।

ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୯ ଗୁରୁତର ହୋଇଛନ୍ତି।

Comments are closed.