ବ୍ରାହ୍ମଣୀରେ ବୁଡ଼ି ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ By Triranga TV On Jul 27, 2025 ଧର୍ମଶାଳା: ବ୍ରାହ୍ମଣୀରେ ବୁଡ଼ି ଧର୍ମଶାଳା ବ୍ଲକ ଚହଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି (୭୫)ଙ୍କ ମୃତ୍ୟୁ ଘଟିଛି l ସେ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଗଭୀର ଜଳରେ ବୁଡ଼ି ଯାଇଥିଲେ l Share