ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ଆଣିଲେ ଚାଳକ –

କଟକ: ବାଇକରେ ତେଲ ସରିଗଲା । ଆଉ ବୋତଲରେ ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ । କଟକ, ନରସିଂହପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ଅଧା ରାସ୍ତାରେ ଜଣେ ବାଇକଙ୍କ ତେଲ ସରିଯିବାରୁ ଭଡ଼ା ଗାଡ଼ି କରି ତେଲ ପକାଇବାକୁ ଆସିଲେ । ପ୍ଲାଷ୍ଟିକ ବୋତଲରେ ତେଲ ମିଳୁ ନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବାଇକ ଚାଳକ । ଏହି ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Comments are closed.