ପୁଣି ଯୋଡା ଲଘୁଚାପ! –

ଭୁବନେଶ୍ୱର: ପୁଣି ଯୋଡା ଲଘୁଚାପ ସୃଷ୍ଟି ସମ୍ଭାବନା । ପୂର୍ୱ ଏବଂ ପଶ୍ଚିମ ଭାଗରେ ଯୋଡା ଲଘୁଚାପ ଆଶଙ୍କା ରହିଛି । ଦକ୍ଷିଣ ଭାଗ ଓ ଉତ୍ତରପୂର୍ୱ ଆରବ ସାଗର ଅଞ୍ଚଳରେ ଘୁଣ୍ଣିବଳୟ ସକ୍ରିୟ ରହିଛି । ଆଗାମୀ ୧୨ ଘଣ୍ଟାରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଆଜି କେତେକ ସ୍ଥାନରେ ବର୍ଷା ଲାଗି ରହିଛି।
The post ପୁଣି ଯୋଡା ଲଘୁଚାପ! appeared first on .
Comments are closed.