Jai Odisha
News

ରାଜ୍ୟରେ ଅପରାଧ ସ୍ଥିତି ନେଇ ବର୍ଷିଲା କଂଗ୍ରେସ –

ଭୁବନେଶ୍ୱର: ରାଜ୍ୟରେ ଅପରାଧ ସ୍ଥିତି ନେଇ  ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ ରେ ବର୍ଷିଲେ ଦିପା ଦାସମୁନସୀ ।  ମହିଳାଙ୍କ ଦୁଃଖ ଶୁଣି  ଆମ ଧୈଯ୍ୟ ରହିଲା ନାହିଁ ।  ବର୍ଷେ ହେବ ମହିଳା କମିଶନ ଗଠନ ହୋଇପାରିଲେନି । ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖେ ସମୟ ନାହିଁ ।  ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲୁ ଆମକୁ ଭେଟିଲେନି । ଓଡିଶାରେ ଅରାଜକତା , ଭ୍ରଷ୍ଟାଚାର, ଦୁଷ୍କର୍ମ ଚାଲିଛି ।

Comments are closed.